Ekosia Namkaran Invitation Card | ଏକୋଇଶିଆ ନାମକରଣ ଆମନ୍ତ୍ରଣ କାର୍ଡ | Fully Editable PSD File (Odia Design) | Bariha Graphics

ଏକୋଇଶିଆ ନାମକରଣ ଆମନ୍ତ୍ରଣ କାର୍ଡ | ଫୁଲି ଏଡିଟେବଲ୍ PSD ଫାଇଲ୍ | ଓଡ଼ିଆ ଡିଜାଇନ୍
Bariha Graphics ପକ୍ଷରୁ ପ୍ରସ୍ତୁତ ହେଉଛି ଏକୋସିଆ ନାମକରଣ ଆମନ୍ତ୍ରଣ କାର୍ଡ (Fully Editable PSD File)
ଏହି ଡିଜାଇନ୍‌ଟି ବିଶେଷକରି ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ଧ୍ୟାନରେ ରଖିକରି ତିଆରି କରାଯାଇଛି। ଏଥିରେ ପାରମ୍ପରିକ ରଙ୍ଗ, ସୁନ୍ଦର decorative borders ଓ ସାହିତ୍ୟିକ elements ବ୍ୟବହାର କରାଯାଇଛି, ଯାହା ଆପଣଙ୍କ ଅନୁଷ୍ଠାନକୁ ଅଧିକ ଖାସ କରିଦେବ।

👉 ଏହି କାର୍ଡକୁ ଆପଣ Adobe Photoshop ରେ ଖୋଲି ସହଜରେ Edit କରିପାରିବେ –
  • ନାମ (Name)
  • ତାରିଖ ଓ ସମୟ (Date & Time)
  • ସ୍ଥାନ (Venue)
  • ଫଟୋ (Photo)
ସବୁକିଛିକୁ ଆପଣଙ୍କ ପରିବାର ଓ କାର୍ଯ୍ୟକ୍ରମ ଅନୁଯାୟୀ personalize କରିପାରିବେ।

🎨 ଡିଜାଇନ୍ ବିଶେଷତା:
  • High Quality PSD (300 DPI, Print Ready)
  • Standard 4x6 inch Invitation Size
  • Traditional Odia Look & Feel
  • Text, Photo, Color ସମ୍ପୂର୍ଣ୍ଣ Editable
  • Ready to Print & Share

🙏 ଏହି କାର୍ଡ୍ ବିଶେଷକରି ନାମକରଣ ସଂସ୍କାର (Ekosia) ପରିବାରୀକ ଧାର୍ମିକ କାର୍ଯ୍ୟକ୍ରମ ପାଇଁ perfect ହେବ।
✨ ଯଦି ଆପଣ ଆପଣଙ୍କ ଶିଶୁଙ୍କ ନାମକରଣ (Naming Ceremony) କିମ୍ବା ଏକୋସିଆ ଅବସର ପାଇଁ ଗୋଟେ ସୁନ୍ଦର ଓ ଆକର୍ଷକ କାର୍ଡ ଖୋଜୁଛନ୍ତି, ତେବେ ଏହି PSD ଫାଇଲ୍ ଆପଣଙ୍କ ପାଇଁ ସର୍ବୋତ୍ତମ।

Ekosia Namkaran Invitation Card (Editable PSD)
Odia Style • 4×6 inch • Print Ready • 300 DPI
₹80
Instant download after payment confirmation.

Post a Comment

0 Comments
* Please Don't Spam Here. All the Comments are Reviewed by Admin.