🙏 ପବିତ୍ର ଅନ୍ନପ୍ରାଶନ ଉତ୍ସବକୁ ଆକର୍ଷଣୀୟ କରନ୍ତୁ! 🙏
ଆମେ ଆଣିଛୁ Annaprasanna Utsav Fully Editable Photoshop PSD File, ଯାହାକି Adobe Photoshop ମାଧ୍ୟମରେ ସହଜରେ Edit କରିପାରିବେ। ଏଥିରେ ଆପଣ ଶିଶୁର ନାମ, ଫଟୋ, ତାରିଖ, ସମୟ ଏବଂ ସ୍ଥାନ ନିଜ ଇଚ୍ଛାମତେ ବଦଳାଇ, ଏକ personal Invitation Card ତିଆରି କରିପାରିବେ।
✨ ବିଶେଷତା:
- Fully Editable PSD File
- High-Quality & Print Ready Design
- Text, Photo ଓ Colors ସହଜରେ Edit କରିହେବ
- Annaprasanna / Rice Feeding Ceremony Invitation ପାଇଁ ସର୍ବୋତ୍ତମ
👉 ଏବେ Download କରନ୍ତୁ ଓ ଆପଣଙ୍କ ଶିଶୁର Annaprasanna Utsav କୁ ସ୍ମୃତିମୟ କରନ୍ତୁ!

.jpg)